24 ମଃତର୍ ଜଦି ସଃବୁଲକ୍ ବାବ୍ବାଣି କଃଉତି, ଆର୍ ଗଟ୍ ଅଃବିସ୍ୱାସି କି ଜେସେ ଆସେଦ୍, ତଃବେ ସେ ସଃବୁଲକାର୍ ତଃୟ୍ ଦସି ବଃଲି ଜାଣା ହଃଳେଦ୍, ସଃବୁ ଲକାର୍ ତଃୟ୍ ବୁଜୁକ୍ ଅୟ୍ଦ୍ । 25 ତାର୍ ଗଃର୍ବାର୍ ଗୁପ୍ତ୍ କଃତା ଜାଣାହଃଳ୍ଲେକ୍, "ସେତି ସେ ମୁଣ୍ଡ୍ୟା ମାରେଦ୍ ଆର୍ ଇସ୍ୱର୍ ଜେ ବାୟ୍ଦ୍ରେ ତୁମିମଃନାର୍ ବିତ୍ରେ ଆଚେ," ଇତି କୟ୍କଃରି ତାକେ ସେବା କଃରେଦ୍ ।
Publicidade