ମଣ୍ଡ୍ଳି ତଃୟ୍ ବିଦି ମାନି ରେତାର୍
26 ଏ ବାୟ୍ବେଣିମଃନ୍, କାୟିରି କଃର୍ତାର୍ ଆଚେ ? ତୁମିମଃନ୍କେ ରୁଣ୍ଡ୍ତାବଃଳ୍ ଗିତ୍, କି ସିକ୍ୟା କି ଇସ୍ୱର୍ ଜାଣାୟ୍ଲାର୍ ଜାଣାହଃଳ୍ତା କଃତା କଃଉତାର୍, କି ବିନ୍ବାସା, କି ବାସାର୍ ଅଃର୍ତ୍, ଇରଃକମ୍ ସଃବୁର୍ କାୟିରି କି କାୟିରି ଆଚେ । ସଃବୁ କଃତା ଉହ୍କାର୍ ଗିନେ କଃରା ଅଃଉଅ ।