22 ସେତାକ୍ ଆଦମ୍ ତଃୟ୍ ମିସିରିଲାକେ ଜଃନ୍କଃରି ସଃବୁଲକ୍ ମଃର୍ନ୍ ଡଃଣ୍ଡ୍ ହାଉତି, ସେ ରଃକମ୍ ହେଁ କ୍ରିସ୍ଟର୍ ତଃୟ୍ ମିସ୍ଲାକେ ସଃବୁ ଲକ୍ ଜିବନ୍ ହାଉତି । 23 ମଃତର୍ ସଃବୁଲକ୍ ଅଃହ୍ଣାର୍ ଅଃହ୍ଣାର୍ ଦଃଳେ ହଃର୍ତୁ ହଃଳ୍ ହର୍ କ୍ରିସ୍ଟ, ହଃଚେ କ୍ରିସ୍ଟର୍ ଆସ୍ତାବଃଳ୍ ତାର୍ ତଃୟ୍ ଆୟ୍ଲି ଲକ୍ମଃନ୍ । 24 ତାର୍ହଃଚେ ଜୁଗ୍ ବୁଡେଦ୍ । କ୍ରିସ୍ଟ ସଃବୁ ବିଟାଳ୍ ଆତ୍ମା, ଜାର୍ତଃୟ୍ ରାଜ୍କଃର୍ତାର୍, ଅଃଦିକାରି, ଆର୍ ସଃକ୍ତି ଆଚେ ସେ ସଃବ୍କେ ଆରାୟ୍ଦ୍, ଆର୍ ତାର୍ ହଃଚେ ଉବା ଇସ୍ୱର୍କେ ରାଇଜ୍ କଃରୁକେ ସଃହ୍ରି ଦଃୟ୍ଦ୍ । 25 ବଃଲେକ୍ ପର୍ବୁ ସଃବୁ ସଃତ୍ରୁ ମଃନ୍କେ ନିଜାର୍ ହାଦ୍ ତ୍ଳେ ନଃସେଙ୍ଗାଉତା ହଃତେକ୍ ତାକେ ଜଃନ୍କଃରି ହେଁ ରାୟଃଜ୍ କଃରେଦ୍ ।
Publicidade