3 କାୟିତାକ୍ବଃଲେକ୍ ଜୁୟ୍ଜୁୟ୍ ବୁଦି ହାୟ୍ରିଲେ, ସେବିତ୍ରାର୍ ଇ ମୁଳ୍ସିକ୍ୟା ତୁମିମଃନ୍କେ ଦଃୟ୍ରିଲେ ବଃଲେକ୍, କ୍ରିସ୍ଟ ସାସ୍ତର୍ ହଃର୍କାରେ ଅଃମିମଃନାର୍ ହାହାର୍ ଗିନେ ମଃଲା । 4 ୧୫:୪ ମାତି ୧୨:୪୦; ପେରି ୨:୨୪-୩୨.ସାସ୍ତର୍ ହଃର୍କାରେ ସେ ତହାଅୟଲା, ଆର୍ ତିନିଦିନେ ଜିବନ୍ ହାୟ୍ଁ ଉଟ୍ଲା ।
Publicidade