12 ମଃତର୍ ବିନ୍ ସଃବ୍କେ କଃଉଁଲେ, ମାପୁର୍ ନଃକୟ୍, ଜଦି କୁୟି ବିସ୍ୱାସି ବାୟ୍ର୍ ବିସ୍ୱାସ୍ ନକେର୍ତା ମାୟ୍ଜି ରଃୟ୍ଦ୍, ଆର୍ ସେ ମାୟ୍ଜି ତାର୍ ସଃଙ୍ଗ୍ ରେଉଁକେ ମଃନ୍କଃରେଦ୍, ତଃବେ ସେ ତାକେ ନଃଚାଡ । 13 ଆର୍ ଜୁୟି ମାୟ୍ଜିର୍ ଅବିସ୍ୱାସି ଅଃଣ୍ଡ୍ରା ରୟଦ୍ ଆର୍ ସେ ଅଃଣ୍ଡ୍ରା ତାର୍ ସଃଙ୍ଗ୍ ରେଉଁକେ ମଃନ୍କଃରେଦ୍, ତଃବେ ସେ ନିଜାର୍ ଡକ୍ରାସିକ୍ ଚାଡନାୟ୍ । 14 କାୟିତାକ୍ବଃଲେକ୍ ଅବିସ୍ୱାସି ଅଃଣ୍ଡ୍ରା ମାୟ୍ଜିର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ଆର୍ ବିସ୍ୱାସ୍ ନୟ୍ଲା ମାୟ୍ଜି ଅଃଣ୍ଡ୍ରାର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ତଃନ୍ ଅଲେ ତୁମିମଃନାର୍ ହିଲାମଃନ୍ ନିର୍ମୁଳ୍ ନାୟ୍ ।