3 ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । 4 ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ । 5 ଦୁୟ୍ଲକ୍ ହେଁ ନାୟ୍ ନଃବେଲା; କେଜାଣ୍ ପାର୍ତ୍ନା ଗିନେ ବେଳା ହାଉଁକେ ଦୁୟ୍ଲକ୍ ହେଁ ମାନାମାନିଅୟ୍ ଚଃନେକାର୍ ଗିନେ ବିନେ ଅୟି ରେଉଁ ହାରାସ୍; ଆର୍ ତୁମିମଃନ୍କାର୍ ଗଃଗାଳ୍ ଉଟ୍ତାର୍ ତେବାଉଁକେ ନାହାର୍ତାର୍ ଗିନେ ସୟ୍ତାନ୍ ଜଃନ୍କ୍ରି ତୁମିମଃନ୍କେ କଃଟ୍ହାଳ୍ ନଃବୁଜେ, ଇତାର୍ ଗିନେ ଆରେକ୍ ମିସା ।
Publicidade
Publicidade