13 ଜୁୟ୍ମଃନ୍ ମନ୍ଦିରାର୍ ସେବା କଃର୍ତି, ସେମଃନ୍ ଜେ, ମନ୍ଦିରାର୍ କାଦି ହାଉତି, ଆର୍ ଜୁୟ୍ମଃନ୍ ବେଦିର୍ ସେବାୟ୍ ଲାଗିରେତି, ସେମଃନ୍ ଜେ, ବେଦି ସଃଙ୍ଗାର୍ ବାଗ୍ ହାଉତି, ଇରି କାୟି ନଃଜାଣାସ୍ ? 14 ୯:୧୪ ମାତି ୧୦:୧୦; ଲୁକ ୧୦:୭.ସେରଃକମ୍ ଜୁୟ୍ମଃନ୍ ନିକ କବୁର୍ ପର୍ଚାର୍ କଃର୍ତି, ସେମଃନ୍ ଜେ ନିକ କବୁର୍ ତଃୟ୍ ଜିବନ୍ କାଟ୍ତି, ଇରି ମାପୁର୍ କୟ୍ ଆଚେ ।
Publicidade