20 ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେଏ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟି ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟି ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ । 21 ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ଁ ଆଚୁ ।