20 ଆରେକ୍ ହେଁ ଅଃମିମଃନ୍ ଜାଣୁ ଜେ, ଇସ୍ୱରାର୍ ହୟିସି ଆସି ଆଚେ ଆର୍ ସଃତ୍ ଇସ୍ୱର୍ ତାକେ ଜାଣୁକେ ଅଃମିମଃନ୍କେ ଗିଆନ୍ ଦଃୟି ଆଚେ; ଆରେକ୍ ଅଃମିମଃନ୍ ସେ ସଃତ୍ ତଃୟ୍ ବଃଲେକ୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ତଃୟ୍ ରେଉଁଆ । ସେ ସଃତ୍ ଇସ୍ୱର୍ ଆର୍ ସେ ହଃକା ଅଃମ୍ବର୍ ଜିବନ୍ ।
Publicidade
Publicidade