7 ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
Publicidade
Publicidade