19 ତଃବେ, ଜୁୟ୍ମଃନ୍ ଇସ୍ୱରାର୍ ଇଚା ହଃର୍କାରେ ଦୁକ୍ ବୟ୍ଗ୍ କଃର୍ତି, ସେମଃନ୍ ସଃତ୍ କାମ୍ କଃରି ତାର୍ ତଃୟ୍ ହୁରାହୁରି ବଃର୍ସା କଃରତ୍ । ସେମଃନାର୍ ଉବ୍ଜାଣ୍କାରି ଇସ୍ୱର୍ ସଃବୁବଃଳ୍ ତାର୍ ଜଃବାଉ ରଃକ୍ୟା କଃରେଦ୍ ।