9 ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ । 10 ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ ।
Publicidade
Publicidade