2 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକାର୍ ନିର୍ଦସି ଗୁଣ୍, ସେ ଗଟେକ୍ ମାୟ୍ଜିର୍ ଡକ୍ରାସି ଅୟ୍ବାର୍ ଆଚେ, ନିକ ଗୁଣାର୍, ନିକ ବୁଦି, ନିକ ଚାଲାଚାଲ୍ତି, ଲକ୍ସସି ଆର୍ ସିକ୍ୟା ଦେଉଁକ୍ ପିଆସ୍ ଲକ୍ ଅୟି ରଃୟ୍ଦ୍ । 3 ସେ ମଃଦୁଆ କି କୁନ୍ଦିକାଡୁ ନଃୟ୍କଃରି, ଦିର୍ ଆର୍ ଦିର୍ ମଃନାର୍, କାର୍ ସଃଙ୍ଗ୍ ବିରଦ୍ ନୟ୍ ଆର୍ ଦଃନ୍ ଆସିଆ ନୟ୍ବାର୍ ଆଚେ । 4 ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ ।
Publicidade
Publicidade