ମାପୁରାର୍ ଆସ୍ତାର୍
13 ଏ ବାୟ୍ବେଣିମଃନ୍, ବଃର୍ସା ନୟ୍ଲା ବିନ୍ ସଃବୁ ଲକ୍ମଃନାର୍ ହର୍ ତୁମିମଃନ୍ ଜଃନ୍କଃରି ବଃଡେ ମଃନ୍ଦୁକ୍ ନଃକେରାସ୍, ଇତାର୍ ଗିନେ ମଃଲା ଲକ୍ମଃନାର୍ କଃତା ତୁମିମଃନ୍ ଜେ ଲୁକ୍ଣେ ରିଆ, ଇରି ଅଃମିମଃନାର୍ ମଃନ୍ ନାୟ୍ । 14 କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ବିସ୍ୱାସ୍ କଃରୁଲୁ, ଜିସୁ ମଃରି ଆରେକ୍ ଉଟି ଆଚେ, ତଃବେ ଇସ୍ୱର୍ ହେଁ ଜିସୁର୍ ତଃୟ୍ ବିସ୍ୱାସ୍ କଃରି ମଃରିରିଲା ଲକ୍ମଃନ୍କେ ସେରଃକମ୍ ତାର୍ ସଃଙ୍ଗ୍ ଆଣେଦ୍, ଇରି ହେଁ ବିସ୍ୱାସ୍ କଃର୍ତା ଲଳା ।