3 କାୟିତାକ୍ବଃଲେକ୍ ତୁମିମଃନ୍ ଜଃନ୍କଃରି ପବିତ୍ର ଅଃଉଆସ୍, ଇତି ହଃକା ଇସ୍ୱରାର୍ ମଃନ୍, ବଃଲେକ୍ ତୁମିମଃନ୍ ଜଃନ୍କଃରି ବେସ୍ୟା ହାହେ ହୁଣି ଦୁରିକ୍ ରିଆସ୍, 4 ଆର୍ ତୁମିମଃନ୍ ଇସ୍ୱର୍କେ ନଃଜାଣ୍ତା ଜଃଗତାର୍ ଲକ୍ମଃନାର୍ ହର୍ ବେସ୍ୟା ନୟ୍କଃରି ପବିତ୍ର ଅଃଉଆ । 5 ସଃବୁଲକ୍ ଇସ୍ୱର୍କେ ନଃଜାଣ୍ଲା ଲକ୍ମଃନାର୍ ହର୍ ନୟ୍କଃରି କଃନ୍କଃରି ପବିତ୍ର ଆର୍ ମାନ୍ତି ବାବେ ଅଃହ୍ଣା ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜିବନ୍ କାଟୁକ୍ ଅୟ୍ଦ୍, ସେରି ଜାଣା । 6 ଆରେକ୍ ବିନ୍ କୁୟି ବିସ୍ୱାସି ବାୟ୍କ୍ ଅଃନ୍ୟାୟ୍ କଃରାନାୟ୍ କି ସେମଃନ୍କେ ଜଃଟା ନାୟ୍, ଇ କଃତା ଅଃମି ଆଗ୍ତୁ କୟ୍ଆଚୁ ଆର୍ ଅଃବେ ହେଁ ଜଃଗ୍ରାତ୍ କଃରାୟ୍ ସାକି ଦେଉଁଲୁ, ଜୁୟି ଲକ୍କେ ସେବାନ୍ୟା କଃରେଦ୍ ମାପୁର୍ ସେମଃନ୍କେ ଡଃଣ୍ଡ୍ ଦଃୟ୍ଦ୍ । 7 କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ବିଟାଳ୍ ଜିବନ୍ କାଟୁକ୍ ନଃକୁଦି, ପବିତ୍ର ଅଃଉଁକେ କୁଦି ଆଚେ ।
Publicidade
Publicidade