22 ସେ ହେଁ ଅଃମିମଃନ୍କେ ବିନେ କଃରିଆଚେ ଆର୍ ଅଃମାର୍ ମଃନେ ତାର୍ ପବିତ୍ର ଆତ୍ମାକେ ତାହୁନ୍ କଃଲାକ୍ ଅଃମାର୍ ଉହ୍ରେ ସେ ଅଃଦିକାର୍ କଃରିଆଚେ, ପବିତ୍ର ଆତ୍ମା ଅଃମାର୍ ଉହ୍ରେ ଅଃଦିକାରାର୍ ମୁଦ୍ରା ଆର୍ ଆଗ୍ବାଟ୍ୟା ଜାୟ୍ରି ହାଉନ୍ଦ୍ ସେରି ଇସ୍ୱରାର୍ ଚିନା ଅୟ୍ଦ୍ ।
Publicidade
Publicidade