10 ମଃତର୍ ତୁମିମଃନ୍କେ ଜାର୍ କାୟିରି କେମା କଃରାସ୍, ମୁୟ୍ଁ ହେଁ ତାକେ କେମା କଃରିନ୍ଦ୍; କାୟିତାକ୍ବଃଲେକ୍ ମୁୟ୍ଁ ଜଦି କାୟିରି କେମା କଃରିଆଚି, ତଃବେ ଜାୟ୍ରି କେମା କଃରିଆଚି, ସେରି କ୍ରିସ୍ଟର୍ ମୁଏଁ ତୁମିମଃନାର୍ ଗିନେ କେମା କଃରି ଆଚି, 11 ଜୁୟ୍ତାର୍ ଗିନେ ସୟ୍ତାନ୍ ଅଃମିମଃନାର୍ ନଃସ୍ଟ୍ କଃରୁକେ ବାଟ୍ ନାହାୟ୍ । କାୟିତାକ୍ବଃଲେକ୍ ଅଃମିମଃନ୍ ତାର୍ ସଃବୁ ଜଃଜ୍ନା କଃତା ଜାଣି ଆଚୁ ।
Publicidade
Publicidade