4 ଇସ୍ୱରାର୍ ମୁର୍ତି ହର୍ ଜେ କ୍ରିସ୍ଟ ତାର୍ ଜଃଜ୍ମାନାର୍ ନିକ କବୁରାର୍ ଉଜାଳ୍ ଜଃନ୍କଃରି ଇରଃକମ୍ ଲକାର୍ ଗିନେ ଜାଣା ନଃହେଳେ, ଇତାର୍ ଗିନେ ଇ ଜଃଗତାର୍ ଅଃଦିକାରି ସୟ୍ତାନ୍ ଅବିସ୍ୱାସିମଃନାର୍ ଗ୍ୟାନ୍ଆକି କାଣା କଃରି ଆଚେ ସେମଃନ୍କେ ନଃଡିସେ । 5 ବଃଲେକ୍ ଅଃମିମଃନ୍ ଅଃମାର୍ ବିସୟେ ପର୍ଚାର୍ ନଃକେରୁ, ମଃତର୍ କ୍ରିସ୍ଟ ଜିସୁ ହଃକା ମାପୁର୍ ବଃଲି ପର୍ଚାର୍ କଃରୁଲୁ, ଆରେକ୍ ଜିସୁର୍ ଗିନେ ଅଃମିମଃନ୍ ଜେ ତୁମିମଃନାର୍ ସେବାକାରି । 6 କାୟିତାକ୍ବଃଲେକ୍ ଜୁୟି ଇସ୍ୱର୍ କୟ୍ରିଲା, "ଅଃନ୍ଦାର୍ ବିତ୍ରେ ହୁଣି ଉଜାଳ୍ ଜାଣା ହଃଳ ।" ସେ ଇସ୍ୱର୍ ଅଃମିମଃନାର୍ ମଃନେ ଉଜାଳ୍ ଦଃୟ୍ଆଚେ, ଜଃନ୍କଃରି ଅଃମି କ୍ରିସ୍ଟର୍ ମୁଏଁ ଜାଣା ହଃଳ୍ଲା ଇସ୍ୱରାର୍ ଜଃଜ୍ମାନାର୍ ଗ୍ୟାନାର୍ ଉଜାଳ୍ ଜାଣୁହାରୁ ।
Publicidade