7 ମଃତର୍ ବଃଡେ ସଃକାତ୍ ଜେ ଇସ୍ୱରାର୍, ଆରେକ୍ ସେରି ଜେ ଅଃମିମଃନାର୍ ତଃୟ୍ହୁଣି ବାରାୟ୍ଲାର୍ ନାୟ୍, ଇତି ଜଃନ୍କଃରି ଜାଣା ହଃଳେଦ୍, ଇତାର୍ ଗିନେ ଅଃମିମଃନ୍ ଇ ସଃର୍ଗାର୍ ଦଃନ୍ ମାଟିର୍ ମାଡାୟ୍ ହାୟ୍ଆଚୁ । 8 ଅଃମିମଃନ୍ ସଃବୁ ରଃକମାର୍ କଃସ୍ଟ ବୟଃଗ୍ କଃରି ଆଚୁ, ଅୟିଲେକ୍ ହେଁ ବାଙ୍ଗି ନଃହେଳୁ; ବୁଦି ବାଣା ଅୟି ଆଚୁ, ଅୟିଲେକ୍ ହେଁ ଆସା ନଃଚାଡୁ । 9 ଅଃମିମଃନ୍ ତାଡ୍ନା ହାୟ୍ଆଚୁ, ଅୟିଲେକ୍ ହେଁ ଇସ୍ୱର୍ ଅଃମିମଃନ୍କେ କଃବେ ନଃଚାଡେ, ମଃଲା ହର୍ ଅୟି ଆଚୁ, ଅୟିଲେକ୍ ହେଁ ନାସ୍ ନଃଉଁ । 10 ଅଃମିମଃନ୍ ସଃବୁବଃଳ୍ ଜିସୁର୍ ମଃର୍ନ୍ ବୟଃଗ୍ ଗଃଗାଳେ ଜାଣୁଲୁ, ଜଃନ୍କଃରି ଜିସୁର୍ ଜିବନ୍ ହେଁ ଅଃମିମଃନାର୍ ଗଃଗାଳେ ଜାଣା ହଃଳେଦ୍ । 11 କାୟିତାକ୍ବଃଲେକ୍ ଜିସୁର୍ ଜିବନ୍ ଜଃନ୍କଃରି ଅଃମିମଃନାର୍ ହୁର୍ତିବିର୍ ଗଃଗାଳେ ଜାଣା ହଃଳେଦ୍, ଇତାର୍ ଗିନେ ଅଃମିମଃନ୍ ଜିବନ୍ ଅୟିଲେକ୍ ହେଁ ସଃବୁବଃଳ୍ ଜିସୁର୍ ଗିନେ ମଃର୍ନାର୍ ମୁଏଁ ସଃହ୍ରି ଅୟି ଆଚୁ ।
Publicidade
Publicidade