ଇସ୍ୱର୍ କୁଦ୍ଲାର୍ ଆର୍ ବାଚ୍ଲାର୍
3 ୧:୩ ତାର୍ ନିଜାର୍ ବାଗିଦାର୍ ଅଃଉଁକେ, କଃତେକ୍ ହର୍ନା ଲେକାୟ୍ ତାର୍ ଦଃୟି ବଃଲି ଆଚେ । ଜେ ଅଃହ୍ଣାର୍ ଜଃଜ୍ମାନ୍ ଆର୍ ସଃତ୍ଗୁଣେ ଅଃମିମଃନ୍କେ କୁଦିଆଚେ, ତାର୍ ବିସୟାର୍ ଗିଆନ୍ ତଃୟ୍ ଇସ୍ୱରାର୍ ସଃକ୍ତି ଅଃମିମଃନ୍କେ ଜିବନ୍ ଆର୍ ଦର୍ମି ଜିବନ୍ ଅଃଉଁକେ ସଃବୁ ଲଳାରିଲାର୍ ବିସୟ୍ ଦାନ୍ ଦଃୟି ଆଚେ ।