ମିଚ୍ ଗୁରୁ
1 ମଃତର୍ ଲକ୍ମଃନାର୍ ବିତ୍ରେ ମିଚ୍ ବାବ୍ବାଦିମଃନ୍ ହେଁ ଜାତ୍ ଅୟ୍ଲାୟ୍, ସେରଃକମ୍ ତୁମିମଃନାର୍ ବିତ୍ରେ ହେଁ ମିଚ୍ ଗୁରୁମଃନ୍ ବାରାଉତି; ସେମଃନ୍ ନାସ୍ ଅଃଉତାର୍ ବୁଲ୍କିଜାତାର୍ ଲୁକ୍ଣେ କୟ୍କଃରି ସେମଃନାର୍ ଗେନ୍ତା ମାପୁର୍କେ ନଃମାନ୍ତି, ଆର୍ ଅଃହ୍ଣାମଃନାର୍ ନାସ୍ କଃର୍ତି । 2 ଆର୍ ଗାଦାଲକ୍ ସେମଃନାର୍ କଃରାପ୍ କାମାର୍ ହଃଚେ ଜାତି, ସେତାକ୍ ଇମଃନାର୍ ଗିନେ ସଃତ୍ ବାଟ୍ ଲିନ୍ଦା ହାୟ୍ଦ୍ । 3 ସେମଃନ୍ ଦଃନ୍ ଲଃବେ ଚଃଲାକି କଃତା କୟ୍ ତୁମି ମଃନ୍କାର୍ ତଃୟ୍ହୁଣି ଟଃକା ଲାବ୍ କଃରୁକେ ଉପାୟ୍ କଃର୍ତି; ମଃର୍ ବୁତେକ୍ ଦିନ୍ହୁଣି ଇସ୍ୱର୍ ଇମଃନାର୍ ବିଚାର୍ କଃରି ଆସୁଲା, ସେମଃନାର୍ ଦଃଣ୍ଡ୍ ବୁତେକ୍ ଦିନ୍ ହୁଣି ଗଃଟିଆସୁଲି ଆର୍ ସେମଃନାର୍ ନାସ୍ ବିଲମ୍ ନୟ୍ ।