8 ମୁୟ୍ଁ ପର୍ଚାର୍ କଃଲା ନିକ କବୁର୍ ହଃର୍କାରେ ମଃଲା ଲକ୍ମଃନାର୍ ବିତ୍ରେ ଉଟିଆଚେ ଆର୍ ଦାଉଦ୍ ବଃଉଁସେ ଜଲମ୍ ଅୟ୍ଲାର୍ ଜିସୁ କ୍ରିସ୍ଟକେ ଏତାଉ । 9 ସେ ନିକ କବୁରାର୍ ଗିନେ ମୁୟ୍ଁ ଦସିହର୍ ଆତ୍ଦଃଣ୍ଡା ହିନ୍ଦ୍ତା ହ୍ତେକ୍ କଃସ୍ଟ ବୟ୍ଗ୍ କଃରୁଲେ; ମଃତର୍ ଇସ୍ୱରାର୍ କଃତାକ୍ କେଏ ସିକ୍ଳି ସଃଙ୍ଗ୍ ବାନ୍ଦୁ ନାହାରେ ।
Publicidade