7 ମୁୟ୍ଁ ନିକ ଜୁଜେ ହଃରାଣ୍ ଦଃୟ୍କଃରି ଜୁଜ୍ କଃରି ଆଚି, ସଃରାସଃରି ହଃତେକ୍ ଦଃବ୍ଳୁଲେ ଆଚି, ମୁୟ୍ଁ ବିସ୍ୱାସ୍କେ ଦଃରି ଆଚି । 8 ଆଜି ହଃତେକ୍ ମର୍ ଗିନେ ଦଃର୍ମାର୍ ମୁକୁଟ୍ ସଃଙ୍ଗାଅୟ୍ ଆଚେ, ସେରି ସେ ବିଚାର୍ ବିନ୍ ନ୍ୟାୟ୍ର୍ ବିଚାର୍ କଃର୍ତା ମାପୁର୍ ମକେ ଦଃୟ୍ଦ୍, ମଃତର୍ ମକେ ହଃକା ନୟ୍ ଜୁୟ୍ମଃନ୍ ତାର୍ ଆୟ୍ଲେକ୍ ଲାଡାର୍ ଅଃଉତି, ସେ ସଃବ୍କେ ହେଁ ଦଃୟ୍ଦ୍ ।
Publicidade
Publicidade