1 ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଆସ୍ତାର୍ ଆର୍ ତାର୍ ଚଃମେ ଅଃମିମଃନାର୍ ଗଟେତଃୟ୍ଁ ରୁଣ୍ଡ୍ତା କଃତା ତୁମିମଃନ୍କେ ମୁୟ୍ଁ ଗଃଉଆରି କଃରୁଲେ, 2 ମାପୁରାର୍ ଦିନ୍ କେଟ୍ଲିନି ବଃଲି ତୁମିମଃନ୍କେ କୁୟି ହେଁ ଆତ୍ମା କି ମାପୁରାର୍ କଃତା କି ଅଃମିମଃନାର୍ ତଃୟ୍ହୁଣି ଲେକା ଅୟିଆଚେ ବଃଲି ମଃନେ ବାବା ନାୟ୍, ଆର୍ କୁୟି ହେଁ ଚିଟିର୍ ଗିନେ ସେଦାହ୍ରେ ଏଣେ ତେଣେ ଅଃଉଆ ନାୟ୍ ଆର୍ ଡିରା ନାୟ୍ । 3 କେଏ ହେଁ କଃନ୍କଃରି ତୁମିମଃନ୍କେ ନଃବୁଲ୍କାଅ, କାୟିତାକ୍ବଃଲେକ୍ ହଃର୍ତୁ ଜୁଜ୍ ଗଃଟେଦ୍, ସେ ଅଃଦଃର୍ମି ଲକ୍ ଆସେଦ୍; ଆର୍ ତାକେ ନଃର୍କେ ହଃକାୟ୍ ନଃକେର୍ତା ହଃତେକ୍ ମାପୁରାର୍ ଦିନ୍ ନାସେ । 4 ଇ ସେ ଅଃଦଃର୍ମି ମାନାୟ୍ ଜେ ହୁଜା ହାୟ୍ଁ ଇସ୍ୱର୍କେ ବିରଦ୍ କଃରେଦ୍ । ଆର୍ ସଃବାର୍ ତଃୟ୍ ହୁଣି ସେ ନିଜ୍କେ ଅଃଦିକ୍ ବଃଡ୍ କଃରେଦ୍, ଆର୍ ଇବାନ୍ୟା ଇସ୍ୱରାର୍ ମନ୍ଦିରେ ବଃସି ସେ ନିଜ୍କେ ଇସ୍ୱର୍ ବଃଲି ଦଃକାୟ୍ ଅୟ୍ଦ୍ ।
Publicidade
2 Tessalonicenses 2
ଦୁସ୍ଟ୍ମାନାୟ୍
Veja também
Publicidade