10 ମୁଁୟ୍ ମାପୁରାର୍ ବିନ୍ ଆତ୍ମାୟ୍ ହୁର୍ନ୍ ଅୟି ମର୍ ହଃଚ୍ ବାଟ୍ୟା ତୁରି ସଃବ୍ଦ୍ ହର୍ ଗଟେକ୍ ବଃଡ୍ ସଃବଦେ ଇରି କଃଉତି ରିଲାର୍ ସୁଣ୍ଲେ, 11 ଗଟ୍ ଲକ୍ ମକ୍ କୟ୍ଲା, "ତୁୟ୍ ଜୁୟ୍ରି ଦଃକୁଲିସ୍, ସେରି ଗଟେକ୍ ପୁସ୍ତକ୍ ତଃୟ୍ ଲେକ୍, ଆର୍ ଏପିସିଏ, ସୁମର୍ନା, ପର୍ଗାମ୍, ତୁୟତିରା, ସାର୍ଦି, ପିଲାଦେଲ୍ପିଆ ଆର୍ ଲାଅଦିକିଆ ଇ ସାତ୍ଗଟ୍ ଗଃଳେ ରିଲା ମଣ୍ଡ୍ଳିମଃନ୍କେ ହଃଟାଉ ।" ଏସିଆ ଦେସାର୍ ସାତ୍ ଗଟ୍ ମଣ୍ଡ୍ଳିର୍ ଚିତ୍ର
Publicidade
Publicidade