2 ଇ ଜୁୟି ଜଃତୁକ୍ ଦଃକ୍ଲେ, ସେରି ଚିତାବାଗ୍ ହର୍, ତାର୍ ହାଦ୍ ବାଲୁର୍ ହାଦ୍ ହର୍ ଆର୍ ଟଣ୍ଡ୍ ସିମାବାଗାର୍ ଟଣ୍ଡ୍ ହର୍ । ସେ ସାହ୍ ତାର୍ ଅଃହ୍ଣାର୍ ସଃକ୍ତି, ସିଙ୍ଗାସଣ୍ ଆର୍ ମଃହା ଅଃଦିକାର୍ ଦିଲି ।
6 ସେତାକ୍ ସେ ଟଣ୍ଡ୍ ହୁଟାୟ୍ ଇସ୍ୱର୍ ଲିନ୍ଦାର୍ କଃତା କୟ୍ ତାର୍ ନାଉ ଆର୍ ତାର୍ ତୁମ୍ ଆରେକ୍ ସଃର୍ଗେ ବାସା କଃର୍ତା ଲକ୍ମଃନାର୍ ଲିନ୍ଦା କଃଲି । 7 ସଃବୁ ଦଃର୍ମିମଃନାର୍ ସଃଙ୍ଗ୍ ଜୁଜ୍ କଃରୁକେ ଆର୍ ସେମଃନାର୍ ଉହ୍ରେ ଜିଣୁକ୍ ତାକ୍ ଅଃଦିକାର୍ ଦିଆ ଅୟ୍ଲି, ଆର୍ ସଃବୁ କୁଟୁମ୍, ଦେସ୍, ବିନ୍ ବିନ୍ ବାସାର୍ ଲକ୍, ଆର୍ ଜାତି ଉହ୍ରେ ତାକ୍ ଅଃଦିକାର୍ ଦିଆଗଃଲି ।