14 ମଃତର୍ ତୁମାର୍ ବିରୁଦେ ମର୍ କଃତେକ୍ କଃତା ଆଚେ, ସେତି ତୁମାର୍ ସଃଙ୍ଗ୍ ରେତା କଃତେକ୍ ଲକ୍ ବିଲିଆମାର୍ କଃତାୟ୍ ଇଣ୍ଡୁଲାୟ୍ । ସେ ବିଲିଆମ୍ ମୁର୍ତି ହୁଜା କଃଲା ବଗ୍ କାଉଁକେ ଆର୍ ଦାରି କାମ୍ କଃରୁକେ ଇସ୍ରାଏଲାର୍ ଲକ୍ମଃନ୍କେ ସୁତ୍ରାଉଁକ୍ ବାଲାକକେ ସିକାଉତି ରିଲା । 15 ସେବାନ୍ୟା ହେଁ ନିକଲାତିଅର୍ କଃତା ମାନ୍ତା କଃତେକ୍ ଲକ୍ ତୁମାର୍ ବିତ୍ରେ ଆଚ୍ତି । 16 ଅଃବେ ତୁମିମଃନ୍ ହାହେହୁଣି ମଃନ୍ ବାଦ୍ଲାଉଆ; ନୟ୍ଲେକ୍ ମୁଁୟ୍ ବେଗି ତୁମାର୍ ଲଃଗେ ଆସି ମର୍ ଟଣ୍ଡେହୁଣି ବାରାଉତା କଃଣ୍ଡା ସଃଙ୍ଗ୍ ସେମଃନାର୍ ସଃଙ୍ଗ୍ ଜୁଜ୍ କଃରିନ୍ଦ୍ ।"
Publicidade
ପ୍ରକାସିତ୍ ବାକ୍ୟ 2
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.