5 ସିଙ୍ଗାସଣ୍ ଉହ୍ରେ ବଃସ୍ଲା ଲକ୍ କୟ୍ଲା, "ହେଁ ମୁୟ୍ ସଃବୁ ବିସୟ୍ ନଃଉଆଁ କଃରିଆଚି ।" ଆରେକ୍ ସେ ମକ୍ ଆଦେସ୍ ଦିଲା, "ଇ ସଃବୁ କଃତା ଲେକ୍, କାୟିତାକ୍ବଃଲେକ୍ ଇରି ସଃତ୍ ଆର୍ ବିସ୍ୱାସାର୍ ଜୟ୍ଗ୍ ।"