ଜିବନ୍ ହାଣିର୍ ଗାଡ୍
1 ନଃଉଆଁ ହୁର୍ତି ତଃୟ୍ କାଚ୍ ହର୍ ନିର୍ମୁଳ୍ ଜିବନ୍ ହାଣିର୍ ଗଟେକ୍ ଗାଡ୍ ଦୁତ୍ ମକ୍ ଦଃକାୟ୍ଲା । ଇ ଗାଡ୍ ଇସ୍ୱର୍ ଆର୍ ମେଣ୍ଡାହିଲାର୍ ସିଙ୍ଗାସଣେ ହୁଣି ବାରାୟ୍,
5 ସେତି ଆରେକ୍ ରାତି ନୟେ ଆର୍ କୁପି କି ବେଳ୍ ଉଜାଳ୍ ସେମଃନାର୍ ଆରେକ୍ ଲଳା ନାୟ୍, କାୟିତାକ୍ବଃଲେକ୍ ମାପୁର୍ ଇସ୍ୱର୍ ସେମଃନାର୍ ଉଜାଳ୍ ଅୟ୍ଦ୍ ଆର୍ ସେମଃନ୍ ରଃଜା ହର୍ ସଃବୁବଃଳ୍ ରାଇଜ୍ କଃର୍ତି ।