7 ମେଣ୍ଡାହିଲା ଜଃଡେବଃଳ୍ ଚାରି ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ମୁୟ୍ଁ ଚାରି ଲଃମ୍ବର୍ ଜିବ୍ଜଃତୁ ଇରି କଃଉତାର୍ ସୁଣ୍ଲେ, "ଆଉ ।" 8 ସେତାକ୍ ମୁୟ୍ଁ ଦଃକ୍ଲେ, ଆର୍ ଦଃକା, ଗଟେକ୍ ବେଜା ରଃଙ୍ଗାର୍ ଗଳା, ତାକ୍ ଚାଲାଉତା ଲକାର୍ ନାଉ ମଃର୍ନ୍, ଆରେକ୍ ହଃତାଳ୍୬:୮ ମଃଲା ଲକାର୍ ହୁର୍ତିବିଏ । ତାର୍ ହଃଚେ ହଃଚେ ଜାତି ରିଲି; କଃଣ୍ଡା, କଃତାର୍, ମଃର୍ଡି ଆର୍ ହୁର୍ତି ବଃନାର୍ ଜଃତୁମଃନାର୍ ତଃୟ୍ ନାସ୍ କଃରୁକେ ହୁର୍ତିବିର୍ ଚାରିବାଗ୍ ଉହ୍ରେ ସେମଃନ୍କେ ଅଃଦିକାର୍ ଦିଆ ଅୟ୍ଲି ।
Publicidade
ପ୍ରକାସିତ୍ ବାକ୍ୟ 6
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.