22 ହଃଚେ ଇସ୍ୱର୍ ତାକେ ରଃଜା ହଃଦ୍ କାଡିକଃରି ସେମଃନାର୍ ରଃଜା ଅଃଉଁକେ ଦାଉଦ୍କେ ବାଚ୍ଲା ସେ ହେଁ ତାର୍ କଃତା ସାକି ଅୟି କୟ୍ଲା ଅଃମି ଜିସିର୍ ଦାଉଦ୍କେ ମିଳାୟ୍ ଆଚୁ ସେ ଅଃମାର୍ ମଃନ୍ କଃଲା ଲକ୍, ସେ ସଃବୁ କଃତାୟ୍ ଅଃମାର୍ ଇଚା ମାନେଦ୍ ।