3 ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । 4 ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
Publicidade
Publicidade