6 ୨୩:୬ ପେରି ୨୬:୫; ପିଲିପି ୩:୫. ମଃତର୍ ପାଉଲ୍ ଗଟେକ୍ ବାଗ୍ ସାଦୁକି ଆର୍ ଗଟେକ୍ ବାଗ୍ ପାରୁସି ବଃଲି ଜାଣି ବେରାଣ୍ ମଃଣ୍ଡାୟ୍ ଉଲ୍ଗାଟ୍ ଅୟି କୟ୍ଲା, "ଏ ଇସ୍ରାଏଲିୟ ବାୟ୍ମଃନ୍ ମୁୟ୍ଁ ଗଟେକ୍ ପାରୁସି ଆର୍ ପାରୁସିର୍ ହୟିସି, ଆରେକ୍ ଇ ବଃର୍ସା, ବଃଲେକ୍ ମଃଲା ଲକ୍ ମଃନାର୍ ଉଟ୍ତା ବିସୟେ ମୁୟ୍ଁ ବିଚାର୍ ଅଃଉଁଲେ ।"