22 ୩:୨୨ ମକେ ହଃଟାୟ୍ଲା ହର୍, ମର୍ହର୍ ଗଟ୍ଲକେ ।ଇ ବିସୟେ ମସା କୟ୍ ରିଲା ମାପୁର୍ ଇସ୍ୱର୍ ତୁମିମଃନାର୍ ବାୟ୍ମଃନାର୍ ବିତ୍ରେ ତୁମାର୍ ଗିନେ ମର୍ ହର୍ ଗଟେକ୍ ବାବ୍ବାଦିକେ ହଃଟାୟ୍ଦ୍, ଜୁୟି ଜୁୟି କଃତା ସେ ତୁମିମଃନ୍କେ କୟ୍ଦ୍ ସେ ସଃବୁକଃତା ତୁମିମଃନ୍ ତାର୍ କଃତା ସୁଣୁକ୍ ହଃଳେଦ୍ ।