12 ମଃତର୍ ପିଲିପ୍ ଇସ୍ୱରାର୍ ରାଇଜାର୍ ଆର୍ ଜିସୁ କ୍ରିସ୍ଟର୍ ନାଉଁଏ ନିକ କବୁର୍ ପର୍ଚାର୍ କଃଲାକ୍ ସେମଃନ୍ ଜଃଡେବଃଳ୍ ସଃତ୍ କଃଲାୟି ସଃଡେବଃଳ୍ ହୁଣି ଅଃଣ୍ଡ୍ରା ଆର୍ ମାୟ୍ଜିମଃନ୍ ବାପ୍ତିସମ୍ ଅଃଉଁକେ ଦଃର୍ଲାୟ୍ । 13 ଆର୍ ସିମନ୍ ନିଜେ ହେଁ ବିସ୍ୱାସ୍ କଃରି ବାପ୍ତିସମ୍ ହାୟ୍ଲା ଆର୍ ପିଲିପାର୍ ସଃଙ୍ଗ୍ ରିଲା ଆର୍ କଃତେକ୍ କଃତେକ୍ ଚିନା ଆର୍ ବଃଡ୍ବଃଡ୍ ସଃକ୍ତିର୍ କାମ୍ ଦଃକି କାବା ଅଃଉଁକେ ଦଃର୍ଲା ।
Publicidade
Publicidade