11 ଆରେକ୍ ହେଁ ଗଃଗାଳାର୍ ମଃନ୍ବାବ୍ ଚାଡିକଃରି ତୁମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ମାନାୟ୍ର୍ କଃର୍ତା ସୁନତ୍ ନଃୟ୍କଃରି କ୍ରିସ୍ଟର୍ ସୁନତ୍ ତଃୟ୍ ସୁନତ୍ ଅୟି ଆଚାସ୍ । ସେରି ମାନାୟ୍ର୍ ହାହ୍ କଃଲା ଗଃଗାଳାର୍ ସଃବୁ ସଃକ୍ତି ତଃୟ୍ ହୁଣି ମୁକ୍ଳାୟ୍ଦ୍ ।
Publicidade
Publicidade