18 ଜୁୟ୍ମଃନ୍ ଦଃର୍ସନ୍ ଚଃଲାକି ସୁସାର୍ ଆର୍ ସଃର୍ଗ୍ଦୁତ୍ ହୁଜା ଉହ୍ରେ ମଃନ୍ ଦଃୟି ନିଜ୍କେ ଗଃର୍ବ୍ କଃର୍ତି, ସେମଃନ୍କେ ଦଃକି ନିଜ୍କେ ସାନ୍ ବାବାନାଁୟ୍ ଇହର୍ ଲକ୍ମଃନ୍ ନିଜ୍କେ ମାନାୟ୍ ମଃନାର୍ ବାବ୍ନାୟ୍ ହଲ୍ୟା ଗଃର୍ବେ ଗଃର୍ବ୍ କଃର୍ତି । 19 ୨:୧୯ ଏପି ୪:୧୬.ଗଃଗାଳାର୍ ମୁଣ୍ଡ୍ ହର୍ କ୍ରିସ୍ଟର୍ ତଃୟ୍ ହୁଣି ସେମଃନ୍ ଦୁର୍ ଅୟି ଆଚ୍ତି ତାର୍ତଃୟ୍ ହୁଣି ଗଃଗାଳାର୍ ସବୁ ଗଃଟିମଃନ୍ ଆର୍ ଚିର୍ମଃନାର୍ ଗିନେ ଉହ୍କାର୍ ହାୟ୍ଁ ଦୁମା ଅୟ୍ଦ୍ ଆର୍ ଗଃଗାଳ୍ ଇସ୍ୱରାର୍ ଇଚା ହଃର୍କାରେ ବାଡେଦ୍ ।