8 ମଃତର୍ ଅଃବେ ତୁମିମଃନ୍ ହେଁ ଇରିମଃନ୍ ବଃଲେକ୍, ରିସା, ବେର୍, ଅଃକାର୍, ଲିନ୍ଦା, ଚଃକ୍ତକଃତା ଚାଡିଦିଆସ୍ । 9 ଏକ୍ ଆରେକ୍ ମିଚ୍ କଃଉଆ ନାୟ୍; ତୁମିମଃନ୍ ତ ହର୍ନା ଚାଲ୍ଚାଲ୍ତି ଆର୍ 10 ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟି ଆଚାସ୍ ।
Publicidade
Publicidade