13 ତାର୍ତଃୟ୍ ତୁମିମଃନ୍ହେଁ ସଃତ୍ ବାକ୍ୟ ବଃଲେକ୍ ତୁମିମଃନାର୍ ମୁକ୍ତିର୍ ନିକ କବୁର୍ ସୁଣି ସଃତ୍କଃରି ସଃୟ୍ତ୍ କଃଲା ପବିତ୍ର ଆତ୍ମାୟ୍ ମୁଦ୍ରା ମାରା ଅୟିଆଚେ । 14 ଇସ୍ୱର୍ ତାର୍ ଲକ୍ମଃନ୍ ହାଉତାର୍ ସଃୟ୍ତ୍ କଃଲା ଆଚେ ସେହଃର୍କାରେ ଅଃମିମଃନ୍ ଆତ୍ମା ହାଉଁନ୍ଦ୍, ଆର୍ ବାୟଃଦ୍ରେ ଜୁଇମଃନ୍ ଇସ୍ୱରାର୍ ଅୟି ଆଚ୍ତି ସେମଃନ୍କେ ଇସ୍ୱର୍ ହୁରା ଅଃଦିକାର୍ ଦଃୟ୍ଦ୍, ତାର୍ ଜଃଜ୍ମାନ୍କେ ଦନ୍ୟବାଦ୍ ଅଃଉଅ ।
Publicidade
Publicidade