ପାଉଲାର୍ ପାର୍ତ୍ନା
15 ଇତାର୍ ଗିନେ ସଃବୁ ବଃଳ୍ ମାପୁର୍ ଜିସୁର୍ ତଃୟ୍ ବିସ୍ୱାସ୍ ଆର୍ ଦଃର୍ମିମଃନ୍କେ ତୁମି ଲାଡ୍ କଃର୍ତାର୍ ମୁୟ୍ଁ ସୁଣୁଲେ, 16 ତୁମିମଃନାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ କଃରିଆସୁଲେ, ମୁୟ୍ଁ ହେଁ ମର୍ ପାର୍ତାନାୟ୍ ତୁମାର୍ ନାଉ ଦଃରି ପାର୍ତ୍ନା କଃରିଲାଗୁଲେ । 17 ଜଃନ୍କଃରି ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଇସ୍ୱର୍ ଜଃଜ୍ମାନାର୍ ଉବା, ବିସୟେ ହୁରା ଗିଆନ୍ ହାଉଁକେ ତୁମିମଃନାର୍ ଗିଆନ୍ ଦେଉଁକେ ଆତ୍ମାକେ ଦଃୟ୍ଦ୍, ତଃନ୍ ଅଲେ ତାକେ ସଃବୁଲକ୍ ଜାଣାସ୍ । 18 ସେତାକ୍ ତୁମିମଃନାର୍ ମଃନ୍ବିତ୍ରାର୍ ଆକି ଉଗାଳି ଅୟ୍ଦ୍ ସେ କୁଦ୍ଲାର୍ ବଃର୍ସା କାୟିରି ଜୁୟି ବଃର୍ସାର୍ ଗିନେ ତୁମିମଃନ୍ ଦଃର୍ମିମଃନାର୍ ସଃଙ୍ଗ୍ କୁଦାୟ୍ ଅୟି ଆଚାସ୍ ସେରି ଜାଣାସ୍ । 19 ତାର୍ ଲକ୍ମଃନାର୍ ଗିନେ ତାର୍ ସଃୟ୍ତ୍ କଃଲା ସଃକ୍ତି କଃଡେକ୍ ବଃଡ୍, ସେରି ତୁମିମଃନ୍ ଜାଣାସ୍ ।
20 ଇସ୍ୱର୍ ସଃକ୍ତି କ୍ରିସ୍ଟର୍ ତଃୟ୍ ସାଦୁନ୍ କଃରି ତାକେ ମଃଲାର୍ ତଃୟ୍ ହୁଣି ଉଟାୟ୍ ସଃବୁ ଅଃଦିକାର୍, ସଃକ୍ତି, ମୁଳିକା, ରାଜ୍ କଃର୍ତାର୍ ଦଃୟି ସଃର୍ଗ୍ହୁରେ ଇ ହୁରେ ସଃବ୍କାର୍ ନାଉ ତଃୟ୍ହୁଣି ଉଟ୍ୟା କଃରିଆଚେ । 21 କ୍ରିସ୍ଟ ସଃବୁ ସଃର୍ଗାର୍ ସାସନ୍କଃରୁ, ନାଉ ହାୟ୍ଲା ଅଃଦିକାରି, ସଃକ୍ତିରିଲାର୍, ଅଃଦିକାରିମଃନାର୍ ଉହ୍ରେ ରାୟ୍ଜ୍ କଃରେଦ୍ ଇ ଜଃଗତାର୍ ଆର୍ ସେ ଜଃଗତାର୍ ସଃବୁ ହଃଦ୍ ବିତ୍ରେ ସେ ହଃଦ୍ ସଃବାର୍ ଉଟ୍ୟା । 22 ୧:୨୨ କଲ ୧:୧୮.ଆର୍ ସଃବୁ ବିସୟ୍ କ୍ରିସ୍ଟର୍ ହାଦ୍ ତଃଳେ ସଃଙ୍ଗାୟ୍ ତାକେ ସଃବୁ ବିସୟ୍ ଉହ୍ରେ ତାକେ ସଃବ୍କେ ଉଟ୍ୟା ମାପୁର୍ ବାବେ ମଣ୍ଡ୍ଳିକେ ଦିଲା ଆଚେ । 23 ବିସ୍ୱାସି ଦଃଳ୍ ତାର୍ ଗଃଗାଳ୍ ହର୍, ବଃଲେକ୍ ଜେ ସଃବୁ ବିସୟ୍କେ ହୁରାହୁରି ହୁରୁଣ୍ କଃରେଦ୍ ସେରି ତାର୍ ନିଜାର୍ ହୁରୁଣ୍ ।