4 କ୍ରିସ୍ଟର୍ ତଃୟ୍ ମିସି ଅଃମି ଜଃନ୍କଃରି ଇସ୍ୱରାର୍ ଅଃଉଁନ୍ଦ୍ ସେତାକ୍ ଜଃଗତାର୍ ଉବ୍ଜାଣ୍ ହୁର୍ବେ ସେ ବାଚିଆଚେ, ବଃଲେକ୍ ଅଃମିମଃନ୍ ତାର୍ ଲାଡାର୍ ଗିନେ ପବିତ୍ର ଆର୍ ଦସି ନୟ୍ଲାର୍ ଅଃଉଁନ୍ଦ୍ । 5 ଆର୍ ଜିସୁ କ୍ରିସ୍ଟର୍ ଲାଗି ସେ ନିଜାର୍ ଗିନେ ହୟିସି କଃରୁକେ ନିଜାର୍ ଇଚା ହଃର୍କାରେ ଅଃମିମଃନ୍କେ ଲାଡେ ଆଗେହୁଣି ତିର୍ କଃଲା ।