25 ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା । 26 କ୍ରିସ୍ଟ ମଣ୍ଡ୍ଳିକେ ବାକ୍ୟ ଆର୍ ଜାଣାୟି ଦୟ୍ ନିର୍ମୁଳ୍କଃରି ଇସ୍ୱର୍କେ ଦିଲା,
Publicidade
Publicidade