8 ତୁମିମଃନ୍ ହୁର୍ବେ ଅଃନ୍ଦାରେ ରିଲାସ୍, ମଃତର୍ ଅଃବେ ମାପୁରାର୍ ଅୟ୍ଲାକ୍ ତୁମିମଃନ୍ ଉଜାଳେ ଆଚାସ୍ । ତଃବେ ତୁମିମଃନ୍ ଉଜାଳାର୍ ହିଲାମଃନ୍କାର୍ ହର୍ ଜିବନ୍ କାଟା । 9 ଇରି ଗଟ୍ ଉଜାଳ୍ ବଃଲେକ୍ ସଃବୁ ରଃକମାର୍ ନିକରି, ଦଃର୍ମି, ସଃତ୍ରି ଜଃବର୍ ହଳ୍ ଆଣେଦ୍ । 10 ମାପୁର୍ କାୟିରି ମଃନ୍କଃରୁଲା, ସେରି ତୁମିମଃନ୍ କଜା ।
Publicidade
Publicidade