18 ପାର୍ତ୍ନା ଆର୍ ଗଃଉଆରି ସଃଙ୍ଗ୍ ସଃବୁବଃଳ୍ ପବିତ୍ର ଆତ୍ମାର୍ ଉହ୍କାରେ ପାର୍ତନା କଃରା, ଆରେକ୍ ସଃବୁ ସାଦୁମଃନାର୍ ଗିନେ ଚେତା ରଃୟ୍ ପାର୍ତ୍ନା କଃରା । 19 ଆର୍ ମର୍ ଗିନେ ହେଁ ପାର୍ତ୍ନା କଃରା, ଜଃନ୍କଃରି ନିକ କବୁରାର୍ ବିତ୍ରିକଃତା ଜାଣାଉଁକ୍ ଆର୍ ନଃଡିରି ସେରି ପର୍ଚାର୍ କଃରୁକେ ଇସ୍ୱର୍ ମକ୍ ଟିକ୍ ବାକ୍ୟ ଦଃୟ୍ଦ୍ ।
Publicidade