3 ଆରେକ୍, ଏ ସଃତ୍ ସଃଙ୍ଗୁଆଳି, ଇହର୍ ମାଇଜି ମଃନ୍କେ ଉହ୍କାର୍ କଃରୁକେ ତୁମିମଃନ୍କେ ହେଁ ଗଃଉଆରି କଃରୁଲେ କାୟିତାକ୍ ବଃଲେକ୍ ଇମଃନ୍ କ୍ଳେମେନ୍ସ୍ ଆର୍ ମର୍ ବିନ୍ ସଃଙ୍ଗୁଆଳିମଃନାର୍ ସଃଙ୍ଗ୍ ନିକ କବୁରେ ମର୍ ସଃଙ୍ଗ୍ କାମ୍ କଃରି ଆଚ୍ତି; ସେ ମିସ୍ଣେ କଃରୁମଃନାର୍ ନାଉ ଜିବନ୍ ସାସ୍ତର୍ ତଃୟ୍ଁ ଆଚେ ।
Publicidade