3 ମଃତର୍ ସେସଃବୁ ହୁଜା ତଃୟ୍ ବଃର୍ସ୍କେ ବଃର୍ସ୍ ହାହ୍କେ ଏତାଉଁକେ ଅଃଉଁଲି । 4 କାୟିତାକ୍ବଃଲେକ୍ ବଃୟ୍ଲ୍ ଆର୍ ଚେଳିର୍ ବଃନି ଜେ ହାହ୍ ନଃୟ୍ଦ୍, ଇରି କଃବେ ହେଁ ନୟ୍ ।
5 ସେତାର୍ ଗିନେ କ୍ରିସ୍ଟ ଜଃଗତେ ଆସ୍ତା ହୁର୍ବେ ଇସ୍ୱର୍କେ କୟ୍ରିଲା,
"ହସୁ ହୁଜା ଆର୍ ଦାନ୍ ଦେତା ତଃୟ୍ ତର୍ ମଃନ୍ ନାୟ୍,
ମଃତର୍ ତୁୟ୍ ମର୍ ଗିନେ ଗଟେକ୍ ଗଃଗାଳ୍ ତିଆର୍ କଃରିଆଚ୍ସି ।
6 ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତଃୟ୍ ତୁୟ୍ ସଃର୍ଦା ନୟ୍ଲିସ୍ ।
7 ସଃଡେବଃଳ୍ ମୁୟ୍ଁ କୟିଲେ,
‘ଦଃକା, ସାସ୍ତରେ ମର୍ ବିସୟେ ଲେକା ଆଚେ,
ଏ ଇସ୍ୱର୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।’"
8 କ୍ରିସ୍ଟ କୟ୍ଲା, "ହୁଜା ଦେତାର୍, ଦାନ୍ ଦେତାର୍, ହସୁହୁଜା ଆର୍ ହାହ୍ କେମା ଅଃଉତା ହୁଜା ତୁୟ୍ ଲଳୁ ନଃଚ୍ଲିସ୍, କି ସେତି ତର୍ ସଃର୍ଦା ନଃରିଲି" ଜାୟ୍ରି ସଃବୁ ବିଦି ହଃର୍କାରେ ସଃହ୍ରି ଦେଉଁକ୍ ଅୟ୍ଦ୍ । 9 ତାର୍ହଃଚେ ସେ କଃଉଁଲା, "ଦଃକ୍, ତର୍ ଇଚା ହୁରୁଣ୍ କଃରୁକେ ମୁୟ୍ଁ ଆସିଆଚି ।" ହଃଚାର୍ ନିୟମ୍ ତାହୁନ୍ କଃରୁକେ ସେ ହଃର୍ତୁର୍ ବିଦି ନାସ୍ କଃରିଆଚେ । 10 ଇସ୍ୱରାର୍ ଜଃଜ୍ନାକେ ଜିସୁ କ୍ରିସ୍ଟ ହୁରୁଣ୍ କଃଲାକ୍ ତାର୍ ଗଃଗାଳ୍କେ ଗଟେତର୍କେ ସଃବୁ ଲକାର୍ ହାଁୟ୍ ସଃହ୍ରି ଦିଲାକ୍ ଅଃମିମଃନ୍ ହାହେ ହୁଣି ନିର୍ମୁଳ୍ ଅୟ୍ଲୁ ।