ସେସ୍ ପାର୍ତ୍ନା
20 ଜୁୟି ସୁସ୍ତା ଦେତା ଇସ୍ୱର୍ ସଃବୁଦିନ୍ ରେତା ନିଅମାର୍ ବଃନିର୍ ଗିନେ ମୁଳ୍ ମେଣ୍ଡା ଗଃଉଳିଆ, ବଃଲେକ୍ ଅଃମିମଃନାର୍ ମାପୁର୍ ଜିସୁକେ ମଃଲା ଲକ୍ମଃନାର୍ ବିତ୍ରେ ଲେଉଟାୟ୍ ଆଣ୍ଲା ।
21 ସୁସ୍ତାକାରି ଇସ୍ୱର୍ ତାର୍ ଆକାୟ୍ ଜାୟ୍ରି ସଃର୍ଦା ଲାଗେଦ୍, ସେରି ସେ ଅଃମିମଃନାର୍ ମଃନ୍ବିତ୍ରେ ଜିସୁ କ୍ରିସ୍ଟର୍ ଗିନେ ହୁରା କଃରି ତାର୍ ଇଚା ହୁରୁଣ୍ କଃରୁକେ ତୁମିମଃନ୍କେ ସଃବୁ ସଃତ୍ କାମେ ସିଦ୍ କଃର । ଜୁଗେଜୁଗେ ଜଃଜ୍ମାନ୍ ତାର୍ ଅଃଉଅ । ଆରେକ୍ ।