41 ଆନ୍ଦ୍ରିଅ ହଃର୍ତୁମ୍ ନିଜାର୍ ବାୟ୍ସି ସିମନ୍କ୍ ବେଟ୍ହାୟ୍ ତାକ୍ କୟ୍ଲା, "ଅଃମି ମସିଅକ୍, ବଃଲେକ୍ କ୍ରିସ୍ଟକେ ଦଃକିଆଚୁ ।" 42 ତାର୍ହଃଚେ ସେ ସିମନ୍କ୍ ଜିସୁ ହାକ୍ ଆଣ୍ଲା । ଜିସୁ ତାକ୍ ନିକକଃରି ଦଃକ୍ଲା ଆର୍ କୟ୍ଲା, "ତୁୟ୍ ଜହନାର୍ ହୟିସି ସିମନ୍, ତୁୟ୍ କେପା ବଃଲେକ୍ ପିତର୍ ବଃଲି ଡାକେ ହୁଟ୍ସି, ଇତାର୍ ଅଃର୍ତ୍ ଟେଳା ।"