27 ମର୍ ମଃନ୍ଦାର୍ ମେଣ୍ଡାମଃନ୍ ମର୍ ଟଣ୍ଡ୍ ସୁଣ୍ତି, ଆର୍ ମୁୟ୍ ସେମଃନ୍କେ ଜାଣି ଆର୍ ସେମଃନ୍ ମର୍ ହଃଚେ ହଃଚେ ଆସ୍ତି । 28 ଆରେକ୍ ମୁୟ୍ ସେମଃନ୍କେ ଅଃମ୍ବର୍ ଜିବନ୍ ଦଃୟ୍ନ୍ଦ୍, ଆର୍ ସେମଃନ୍ କଃବେ ନଃସ୍ଟ୍ ନଃଉତି । ଆର୍ ସେମଃନ୍କେ ମର୍ ତଃୟ୍ହୁଣି କେଏ ଚାଡାୟ୍ ନେଉଁ ନଃହାର୍ତି ।
Publicidade
Publicidade