9 ଜିସୁ ତାକ୍ କୟ୍ଲା, "ପିଲିପ୍, ଅଃତେକ୍ କାଳ୍ ଦଃରି ମୁୟ୍ ତୁମାର୍ ସଃଙ୍ଗ୍ ଆଚି, ଆର୍ ଆଜି ହଃତେକ୍ ତୁୟ୍ କାୟି ମକ୍ ଚିନୁ ନଃହାର୍ଲିସ୍ ? ଜେ ମକ୍ ଦଃକି ଆଚେ ସେ ମର୍ ଉବାକ୍ ଦଃକି ଆଚେ; ଅଃମିମଃନ୍କେ ଉବାକ୍ ଦଃକାଉ ବଃଲି ତୁୟ୍ କଃନ୍କଃରି କଃଉଁଲିସ୍ ? 10 ମୁୟ୍ ଜେ ଉବାର୍ ସଃଙ୍ଗ୍ ଆଚି ଆର୍ ଉବା ମର୍ ସଃଙ୍ଗ୍ ଆଚେ, ଇ କଃତା କାୟିରି ବିସ୍ୱାସ୍ କଃରୁ ନଃହାରୁଲିସ୍ ? ମୁୟ୍ ତୁମିମଃନ୍କେ ଜୁୟି କଃତା କଃଉଁଲେ, ସେରି ସଃବୁ ମର୍ ନିଜାର୍ ସିକ୍ୟା ନାୟ୍, ମଃତର୍ ଉବା ମର୍ ତଃୟ୍ ରଃୟ୍ ଅଃହ୍ଣାର୍ କାମ୍ କଃରୁଲା ।
Publicidade
Publicidade